#ବଜାରରେ_ମିଳୁଛି_ନକଲି_କରୋନା_ଟିକା
#ରାଜ୍ୟରେ_ଜିଲ୍ଲାପାଳ_ଓ_ଜିଲ୍ଲା_ମାଜିଷ୍ଟ୍ରେଟଙ୍କୁ_ସତର୍କ_କଲା_ସ୍ବାସ୍ଥ୍ୟ_ବିଭାଗ
ନକଲି ଟିକା ପ୍ରତି ସାବଧାନ ରହିବାକୁ କେନ୍ଦ୍ର ଆଲର୍ଟ କରିବା ପରେ ରାଜ୍ୟରେ ବଢିଲା ସତର୍କତା। ସବୁ ଜିଲ୍ଲାପାଳ ଏବଂ ଡିଷ୍ଟ୍ରିକ୍ ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ
#CoronaVaccine #FakeVaccine #CentralGovt #PrivateHospital #HealthDepartment #OdishaGovt #Odisha #ArgusNews