#ସାରବଧାନ_ମାତିଛନ୍ତି_ସାଇବର_ଲୁଟେରା ।।
ଆପଣବି ହୋଇ ପାରନ୍ତି ସାଇବର ଠକଙ୍କ ସିକାର । ବନ୍ଧୁ ପରିଜନଙ୍କ ପରିଚୟ ଦେଇ ଲୁଟି ନେଉଛନ୍ତି ଟଙ୍କା । ଆଜି ଏହି ଠକଙ୍କର ସିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଦାମୋଦରପୁର ଗାଁର ପି.ମୋହନ ରେଡ଼ି।
#ArgusNews #Odisha #ArguNewsTV #cybercrime #CyberCrimeAlert #ganjam #damoderpur