ସାବିତ୍ରୀ ବଜାର ରୁ ବ୍ୟାପିବ କି ସଂକ୍ରମଣ
ଲକଡାଉନ ରେ ବି ଫଳ ଦେକାନରେ ପ୍ରବଳ ଭିଡ । ଚୁପ ବସିଛି ବିଏମସି ର ଏନଫୋର୍ସ ଟିମ । ଚଳିତ ବର୍ଷ ଲକଡାଉନ ଓ ସଟଡାଉନ ଭିତରେ ଯେମିତି ସାବିତ୍ରୀ ଫିକା ପଡିଛି । ଲୁଗାପଟା ସହ ଚୁଡି ଗହଣା ଦେକାନ ବନ୍ଦ ଥିବା ବେଳେ ଏବେ ଫଳ ଦେକାନ ରେ ପ୍ରବଳ ଭିଡ ଦେଖିବା କୁ ମିଳୁଛି ।
#ArgusNews #ArgusNewsTv #Odisha #Sabitri #fruits_market #Lockdown #shutdown