ଗୋଟିଏ ପରେ ଗୋଟିଏ ପ୍ରସନ୍ନଙ୍କ ଲକର ଚାବି ଖୋଲୁଛି ଭିଜିଲାନ୍ସ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯଦି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଖରେ ଏତେ ତାହେଲେ ପ୍ରଥମ ଶ୍ରେଣୀ ଅଫିସରମାନଙ୍କ ପାଖରେ କେତେ ?
#Bhubaneswar #FurnitureShop #VigilanceRaid #PrasannaBehera #ExConstable #Odisha #ArgusNews