ଭଗବତ ଗୀତା, କୌଟିଲ୍ୟଙ୍କ ଅର୍ଥ ଶାସ୍ତ୍ରକୁ ମିଳି ପାରେ ଭାରତୀୟ ସାମରିକ ପ୍ରଶିକ୍ଷଣ ପାଠ୍ୟକ୍ରମରେ ସ୍ଥାନ ଭାରତୀୟ ସାମରିକ ପ୍ରଶିକ୍ଷଣରେ ସାମିଲ ହୋଇ ପାରେ ଭାରତର ପ୍ରାଚୀନ ସାହିତ୍ୟ । ପ୍ରତିରକ୍ଷା ବ୍ୟବସ୍ଥାର ଭାରତୀୟକରଣ କରିବା ଉପରେ ଦେଉଛନ୍ତି ମୋଦି ସରକାର ।
Narendra Modi #BhagavatGita #ArgusNews