ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଆଯିବ 5 କୋଟି
ଭାରତର ଅଗ୍ରଣୀ ଶିଳ୍ପ ସଂସ୍ଥା ଆଦାନୀ ଗ୍ରୁପର ବଡ଼ ଘୋଷଣା । ଭାରତର ବିକାଶ ଦିଗରେ କାର୍ଯ୍ୟ କରୁଥିବା ଉଦ୍ୟୋଗୀମାନଙ୍କୁ ଦିଆଯିବ ଆର୍ଥିକ ପୁରସ୍କାର ।
#AdaniGroup #campaign #socialwork #GreenTalkformat #entrepreneurs #ArgusNews