କରୋନା ସମୟରେ ରାଜ୍ୟରେ ସ୍କୁଲ ଡ୍ରପ ଆଉଟ ଚିନ୍ତା। ଦେଶର ଡ୍ରପ୍-ଆଉଟ୍ ତୁଳନାରେ ଓଡ଼ିଶା ବହୁ ଆଗରେ। ହାଇସ୍କୁଲ ଶିକ୍ଷା ପରେ ରାଜ୍ୟର ୨୪ ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡ଼ୁଛନ୍ତି। ଖାଲି ହାଇସ୍କୁଲ ସ୍ତରରେ ନୁହେଁ, ଉଚ୍ଚ ପ୍ରାଥମିକ ସ୍ତରରେ ବି ଡ୍ରପ୍-ଆଉଟରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ଆଗରେ।
#ArgusNews #Odisha #ArgusNewsTv #GovtSchool #DropOut