ଯୁବ ସାମ୍ବାଦିକ ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗରେ ଟାଙ୍ଗୀ ଚୌଦ୍ବାର ସାମ୍ବାଦିକ ମାନଙ୍କ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।ଏହି ଅବସରରେ ଅଞ୍ଚଳର ସମସ୍ତ ସାମ୍ବାଦିକ ଶନିବାର ସଂଧ୍ୟାରେ ସ୍ଥାନୀୟ ଗାନ୍ଧୀଛକ ଠାରେ ଏକତ୍ରିତ ହୋଇ ଅରିନ୍ଦମ୍ଙ୍କ ଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରିଥିଲେ ।
#Cuttack #Choudwar #candlelight #journalist #ArindamDas #Death #Procession #Odisha #ArgusNews