ସେବା ଦିବସର ଦ୍ବିତୀୟ ଦିନ। ସାରା ରାଜ୍ୟରେ ସେବା କାମରେ ଲାଗିଛନ୍ତି ବିଜେପି ନେତା ଓ କର୍ମକର୍ତ୍ତା। ବିଭିନ୍ନ ଜିଲ୍ଲାଠୁ ଆରମ୍ଭ କରି ଉପାନ୍ତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ପାଖରେ ଯୋଗାଉଛନ୍ତି ସେବା । ବିଜେପିର କର୍ମକର୍ତ୍ତା ଗାଁ ଗାଁରେ ପହଂଚି ଲୋକଙ୍କ ପାଖରେ ପହଂଚାଉଛନ୍ତି ସେବା ।
#ArgusNews #ArgusTv #Odisha #BJP #BJP_Seva_Sanghathan