#ସାର_ପାଇଁ_ରାଜ_ରାସ୍ତାରେ_ଚାଷୀ
ଗଞ୍ଜାମ ଜିଲ୍ଲାରେ ୟୁରିଆ ସାରର ଅଭାବୀ ବିକ୍ରି ଏବଂ କଳାବଜାରୀହେଉଥିବା ଅଭିଯୋଗ ନେଇ ରାସ୍ତା ଅବରୋଧ କରିଛନ୍ତି ଚାଷୀ ।
#Ganjam #ureafertilizer #fertilizer #FarmersIssue #Strike #FarmersProblem #blackmarket #allegations #bishmayPradhan #Odisha #ArgusNews