#ସାହସୀ_ଜଗନ୍ନାଥ_ଉଦ୍ଧାର_କରିଛନ୍ତି_୩_ହଜାର_ବିଷଧର_ସାପ
ସାପଙ୍କ ସୁରକ୍ଷାରେ ସମର୍ପିତ ନୟାଗଡ଼ ଜିଲ୍ଲା ଓଡ଼ଗାଁର ୨୪ ବର୍ଷର ଯୁବକ ଜଗନ୍ନାଥ ସାହୁ । ବିଗତ ୪ ବର୍ଷ ମଧ୍ୟରେ ଜଗନ୍ନାଥ ତିନି ହଜାରରୁ ଅଧିକ ସାପଙ୍କୁ ଅସୁରକ୍ଷିତ ଅବସ୍ଥାରୁ ଉଦ୍ଧାର କରି ସାଜିଛନ୍ତି ଜୀବନ ଦାତା l
#GoodNews #snakerescue #Nayagarh #jagannathsahoo #Odisha #ArgusNews