#ସାହାରା_ଖୋଜୁଛନ୍ତି_ଦୁଇ_ଅସହାୟ_ନାବାଳକ
ଦୀର୍ଘ ବର୍ଷ ହେଲା ବାପା କେଉଁଆଡେ ନିଖୋଜ ଥିବାବେଳେ ସାପ କାମୁଡାରେ ମାଆ ଚାଲିଗଲା ଆରପାରିକୁ । ଦୁଇ ପିଲାଙ୍କ ପାଠପଢା, ପ୍ରତିପୋଷଣ ଚିନ୍ତା ଘାରିଥିବାବେଳେ ସରକାରୀ ସହାୟତା ଲୋଡିଛନ୍ତି ଜେଜେମାଆ ଓ ଜେଜେବାପା
#ArgusNews #Odisha #Bolangir #kantabanji #Helpless #orphanboy