ଦଶହରା ଉପଲକ୍ଷେ କଟକ ଗୌରୀଶଙ୍କର ପାର୍କ ସମ୍ମୁଖ ସାହୁ ଜୀ ଜୁଏଲାରୀ ପକ୍ଷରୁ ଅଫର ବର୍ଷା । ସୁନା, ରୂପା, ହିରା ଓ ବିଭିନ୍ନ ରତ୍ନ ପଥର ସହ ଶାଡ଼ି ଉପରେ ଲାଗିଛି ଆକର୍ଷଣୀୟ ଅଫର । ତେବେ ଏହି ଅଫର ୧୫ ଦିନ ପର୍ଯ୍ୟନ୍ତ ରହିବ ବୋଲି ସାହୁଜି ଜେୱେଲରୀ ପକ୍ଷରୁ କୁହାଯାଇଛି
#Cuttack #jewelleryshop #Sahoojijewelleryshop #DurgaPujaOffer #Odisha #ArgusNews