ସିଂହ ଛୁଆ ବର୍ଷା । ଜନ୍ମ କଲା ମା' ଦୂରେଇ ଦେଲା ପାଖରୁ । ନନ୍ଦନ କାନନର ପ୍ରଶାନ୍ତ ଗୌଡ ପାଲଟିଲେ ଏହି ସିଂହ ଛୁଆର ମା'। ନିଜ କୋଳରେ ବୋତଲରୁ କ୍ଷୀର ପିଆଇ ଏହିଁ ସିଂହ ଛୁଆକୁ ବଡ଼ କରିଛନ୍ତି ସେ ।
#Nandankanan #zoo #Lion #PrasantGouda #forest #Department