#ସିଏମସିରେ_କୁଲିଙ୍କ_ଉପରେ_ସୁପରଭାଇଜରଙ୍କ_ଜୁଲମ
କଟକ ମ୍ୟୁନିସପାଲଟି କର୍ପୋରେସନରୁ ଆସିଲା ସାଂଘାତିକ ଅଭିଯୋଗ । ସିଏମସି ସୁପରଭାଇଜର ସଫେଇ କର୍ମଚାରୀଙ୍କୁ ମାଗୁଛନ୍ତି ଟଙ୍କା । ଖଟିଖିଆ ଗରିବ କୁଲିମାନଙ୍କୁ ମାସକୁ 1500 ଟଙ୍କା ଦେବାକୁ ସେ ବାଧ୍ୟ କରୁଛନ୍ତି । ଯାହାର ଭାଇରାଲ ଅଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ସୁପରଭାଇଜର ଜଣଙ୍କ କିଏ ତାହାର ପରିଚୟ ମିଳି ନଥିବା ବେଳେ ପ୍ରମାଣ ମିଳିଲେ ସଂପୃକ୍ତ ସୁପରଭାଇଜରଙ୍କୁ ବହିଷ୍କାର କରିଯିବ ବୋଲି କହିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ
#Cuttack #municipality #culi #Supervisor #money #Odisha #ArgusNews