#ସିଡିଆର_ଲୁଚକାଳି_ଖେଳରେ_ରୋଚକ_ମୋଡ
#ମାହାଙ୍ଗା_ଡବଲ_ଘଟଣାର_କେଶ_ଡାଏରୀ_ବା_ସିଡି_ଦାଖଲ_କଲେ_ଥାନା_ଆଇ_ଆଇ_ସି
ମାହାଙ୍ଗା ଡବଲ ମର୍ଡର ଘଟଣାର କେଶ ଡାଏରୀ ଦାଖଲର ଡେଡ ଲାଇନ ଥିଲା 10 ତାରିଖ ସକାଳ 10.30-
ଡେଡଲାଇନର 15 ମିନିଟ ପୂର୍ବରୁ କୋର୍ଟରେ ପହଁଞ୍ଚିଥିଲେ ମାହାଙ୍ଗା ଥାନା ଆଇଆଇସି ନିହାର ରଂଜନ ମହାନ୍ତି। ବାହାରକୁ ବାହାରିବା ବେଳେ କେବଳ ଏତିକି କହିଲେ, କୋର୍ଟ ଯାହା କହିଥିଲା କଂପ୍ଲାଏ କଲୁ
#Cuttack #MahangaDoubleMurder #Court #PoliceIIC #CDR #Odisha #ArgusNews