ପ୍ୟାକିଂ ହେଉଥିବା ଏଓ ବଡି ଆଉ ପାମ୍ପଡ ବେଶି ଦିନ ଖୋଲାରେ ରହିଲେ ସିପିଯିବ । ଠିକ ଯେମିତି ତାଙ୍କ ସ୍ବପ୍ନ ସବୁ ସିପି ଯାଉଛି । ନନାଙ୍କ ଇଛା ମଉଳି ଯାଇଛି । ଝିଅକୁ ପୋଲିସ ଅଫିସର କରିବା ନିଶା ତାଙ୍କ ଆବର୍ତ୍ତମାନରେ ଆଜି ହଜିଯାଇଛି । ଆଉ ଏଇ ବଡି, ପାମ୍ପଡ ପ୍ୟାକିଂରେ ବିତୁଛି ଜୀବନ ।
#Puri #Sunitamishra #daughter #Badhi #papad #Papadam #policeofficer #Odisha #ArgusNews