ନୟାଗଡ଼ର କୁନି ଝିଅ ପରୀ ବର୍ଷେ ତଳେ ଠିକ୍ ଆଜିର ଦିନରେ ଅର୍ଥାତ ଜୁଲାଇ 14ରେ ନିଖୋଜ ହୋଇଥିଲା ଯଦୁପୁରରୁ । 9 ଦିନ ପରେ ମିଳିଲା ମାତ୍ର କେଇ ଖଣ୍ଡ ହାଡ। ବର୍ଷେ ବିତିଛି । ନ୍ୟାୟ ପାଇଁ ଲଢେଇ ଜାରି ରଖିଛନ୍ତି ପରୀର ବାପା ମା।
#Argusnews #Odisha #ArgusNewsTv #Nayagarh #Parideath