ସିବିଆଇ ଅଫିସର କଣ ସ୍ୱର୍ଗରୁ ଆସିଛନ୍ତି କି ? ସବୁ କ୍ଷେତ୍ରରେ ସିବିଆଇ କଣ ଠିକ ତଦନ୍ତ କରିଛି । ସିବିଆଇ ଯେତିକି କେଶ ନେଇଛି ତାହାର ଫଳ କଣ ହୋଇଛି, ଓଡ଼ିଶାରେ କଣ ହୋଇଛି । ମମିତା ମେହେର ଘଟଣାରେ ପ୍ରତିକ୍ରିୟା ରଖିଲେ ବିଜେଡି ନେତ୍ରୀ ପ୍ରମିଳା ମଲିକ ।
#CBI #MamitaMurderCase #JusticeforMamita #Kalahandi #Mahalinga #ArgusNews