ରାଜ୍ୟକୁ ଛୁଇଁଲାଣି ଶୀତର ଲହରୀ। ଗତ ଦୁଇ ଦିନ ହେବ ଧିରେ ଧିରେ ଶୀତର ପ୍ରକୋପ ବଢିଛି ଆଗକୁ ଆହୁରି ସିତ ବଢିବ ବୋଲି ପୂର୍ବ ଅନୁମାନ କରାଯାଉଛି। ତେବେ ଛୋଟ ଠୁ ବଡ଼ ସମସ୍ତ ଲୋକମାନଙ୍କୁ ଛୁଇଁଲାଣି ସିତ। ଆଉ ଏବେ ଠାରୁ ହିଁ ବଜାରକୁ ଆସିଗଲାଣି ଶୀତବସ୍ତ୍ର । ଏଥିପାଇଁ କଟକ ସହରରେ ଶୀତବସ୍ତ୍ରର ପସରା ମେଲିଗଲାଣି
#Cuttack #WinterClothes #WinterSeason #Odisha #ArgusNews