ଆପଣମାନେ କଫି କାଫେ , ନେଟ କାଫେ ଦେଖିଥିବେ । ହେଲେ କେବେ ମାଥମେଟିକ କାଫେ ଦେଖିଛନ୍ତି କି ? ଯଦି ନାହିଁ ତା ହେଲେ ଦେଖନ୍ତୁ ଆମର ଏହି ରିପୋର୍ଟ । ଶିଖରପୁର ଅଞ୍ଚଳର ୨୪ ବର୍ଷୀୟ ଯୁବକ ସବ୍ୟସାଚୀ ରାଉତ । ଯିଏ ନିଜର ନିଆରା ଢଙ୍ଗରେ ତିଆରି କରିଛନ୍ତି ମାଥମେଟିକ କାଫେ। ଯେଉଁଥିରେ ସେ ଅସହାୟ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦେଇଛନ୍ତି ମାଥମେଟିକ କୋଚିଙ୍ଗ
#Cuttack #mathmaticcafe #Sikharpur #Sabyasachiraout #ArgusNews