ଦୀର୍ଘ ବର୍ଷ ପରେ ସୌନ୍ଦର୍ଯ୍ୟ କରଣ ହେଲା ପୁରୁଣା ରାଜଧାନୀ କଟକ ସହର । କଟକ ତାଳଦଣ୍ଡା କେନାଲ ସହିତ ଯୋବ୍ରାକୁ ଦିଆଯାଇଛି ନୂଆ ରୂପ । ଏପରିକି ଭୁବନେଶ୍ୱର ପରେ ଏବେ କଟକ ନାଁରେ "ଆଇ ଲଭ୍ କଟକ"ର ସାଇନବୋର୍ଡ । ଯାହା କଟକ ବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।...
#Argusnews #Odisha #Silver_City #Cuttack #Development