#ସିଲ୍_ହେଲା_ଉତ୍କଳ_ଇନ୍_ବାର୍_ଏବଂ_ରେଷ୍ଟୁରାଣ୍ଟ
କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ପାଇଁ ବିଏମସି ଏନଫୋର୍ସମେଣ୍ଟ ସ୍କୁଆଡ ଏବଂ କମିଶନରେଟ ପୋଲିସ ଦ୍ୱାରା ସିଲ୍ କରାଯାଇଛି ଲୁଇସ୍ ରୋଡ୍ ଗ୍ୟାରେଜ୍ ଛକ ନିକଟରେ ଥିବା ଉତ୍କଳ ଇନ୍ ବାର୍ ଏବଂ ରେଷ୍ଟୁରାଣ୍ଟ।
#ArgusNews #Odisha #Bhubaneswar #sealed #Utkal_Inn_Bar_and_Restaurant