ରାଜ୍ୟ ସରକାରଙ୍କୁ ଉପାନ୍ତ ଅଂଚଳବାସୀଙ୍କ ପ୍ରଶ୍ନ, କେବେ ହାତ ପାଖରେ ପହଞ୍ଚିବ ସରକାରୀ ସୁବିଧା ? ଆଉ କେତେ ଦିନ ଚାଲିବାକୁ ପଡିବ ପାହାଡି ରାସ୍ତା ? ସର୍ବନିମ୍ନ ସୁବିଧା କହିଲେ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା। ଯାହାକୁ ନେଇ ହୀନସ୍ତା ହେଉଛନ୍ତି ମାଲକାନଗିରିର ଏହି ସୀମାବର୍ତ୍ତୀ ଅଂଚଳବାସୀ।
#Malkangiri #governmentbenefits #BorderArea #Odisha #ArgusNews