ସୀମା ଟପିଲା ଆନ୍ଧ୍ରର ଅଭଦ୍ରାମୀ । ପତିତପାବନ ମନ୍ଦିର ମୂର୍ତ୍ତିରେ ପକାଇଲେ କାଦୁଅ । ନେରିଡି ୱାଲ୍ସ ଗାଁରେ ଥିବା ଶ୍ରୀପତିତପାବନ ମନ୍ଦିର ପ୍ରତିଷ୍ଠା କରିଥିଲେ ଅବସର ପ୍ରାପ୍ତ ଜିଲ୍ଲାପାଳ ଗଦାଧର ପରିଡା । ତେବେ ମନ୍ଦିର ଭିତରେ ଥିବା ପତିତପାବନ ମୂର୍ତ୍ତିର ଚକ୍ଷୁ ଉପରେ କାଦୁଅ ଫୋପାଡ଼ି ଦେଇ ଚାଲିଯାଇଥିବା ଚିତ୍ର ଦେଖିବାକୁ ମିଳିଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।
#koraput #Andhra #PatitapabanTemple #Odisha #ArgusNews