ଗୋଟିଏ ପଟେ ଓଡିଶା ସୀମାନ୍ତରେ ଆନ୍ଧ୍ରର ଦାଦାଗିରି । ଅନ୍ୟପଟେ ସରକାରଙ୍କ ଉଦାସୀନତାକୁ ନେଇ ସୀମା ବିବାଦ ଅଂଚଳ ଗ୍ରସ୍ତ କରିଛନ୍ତି ନାଗରିକ ମହାମଞ୍ଚର ବରିଷ୍ଠ ସଦସ୍ୟ ବୃନ୍ଦ। ଏନେଇ କଣ ରହିଛି ସେମାନଙ୍କ ପ୍ରତିକ୍ରିୟା ସହିତ ଆଗାମୀ କାର୍ଯ୍ୟକ୍ରମ ଆସନ୍ତୁ ଶୁଣିବା
#AndhraOdisha #BoarderIssue #NagarikaMancha #Visit #Odisha #ArgusNews