ବିଶ୍ଵ ସାମରିକ କ୍ରୀଡ଼ା ସଂଘର ଭାରତୀୟ ଶାଖାର ମୁଖ୍ୟ ଭାବେ ନିଯୁକ୍ତି ପାଇଲେ କଟକର ସୁଦୀପ୍ତା ନନ୍ଦ। ଏହା ସହ ଦକ୍ଷିଣ ଏସିଆ ସଂଗଠନର ନିର୍ଦେଶକ ଓ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ଏ ନେଇ ସୁଦୀପ୍ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ।
#ArgusNews #Odisha #Cuttack #sudiptananda