ସୁନ୍ଦରଗଡ଼ର ହକି ଖେଳାଳିଙ୍କୁ ନିରାଶ କଲେ ରାଜ୍ୟ ସରକାର । ୧୨ବର୍ଷ ପରେ ମଧ୍ୟ ସରୁନି ଷ୍ଟାଡିଅମ ନିର୍ମାଣ କାମ । ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ପଞ୍ଚାୟତରେ ନିର୍ମାଣ ହେଉଥିବା ଏହି ଷ୍ଟାଡିଅମ ଅଧପନ୍ତରିଆ ଭାବେ ପଡି ରହିଛି ।
#ArgusNews #Odisha #Sundergarh #HockeyStadium #Players