ସୁନ୍ଦରଗଡ କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଗାଁରେ ପୋଲିସର ମକଡ୍ରିଲ୍। ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନକୁ ଆଖି ଆଗରେ ରଖି ସୁନ୍ଦରଗଡ ପୋଲିସ ପକ୍ଷରୁ ଏହି ମକ ଡ୍ରିଲର ଆୟୋଜନ କରାଯାଇଥିଲା। ଅଭିନୟ ମାଧ୍ୟମରେ ପୋଲିସ ସୁରକ୍ଷାର ରଣକୌଶଳ ପ୍ରଦର୍ଶନ କରିଥିଲା।
#Drill #panchayatelection #police #mockdrill #sundargarh #khatakurabahala #Odisha #ArgusNews