ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ବିଜେପି ପକ୍ଷରୁ ସ୍ଥାନୀୟ ସୁବାଷ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପ୍ରତି ପଞ୍ଜାବରେ କରାଯାଇଥିବା ଅବହେଳାର ପ୍ରତିବାଦରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଏବଂ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ନିଆଁ ଲଗାଇଥିଲେ ବିକ୍ଷୋଭକାରୀ ।
#Sundargarh #Rajgangpur #BJP #protest #Odisha #ArgusNews