ସୁବର୍ଣ୍ଣପୁର ଜିଲ୍ଲାରେ ଫେଲ୍ ମାରିଛି ଜମିକୁ ଜଳ ସେଚନ ବ୍ୟବସ୍ଥା । ଏବେ ମରୁଡି ମୁହଁରେ ଚାଷୀ ଥିବାବେଳେ ପଇସା ଦେଇ ପାଇପାରୁନି ପାଣି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଳସେଚନ ପ୍ରକଳ୍ପ ତିଆରି ହୋଇଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ତଳି ମୁଣ୍ଡର ଚାଷୀ ହଇରାଣ
#Subarnapur #FailWaterproject #FarmersProblem #Odisha #ArgusNews