ସୁବର୍ଣ୍ଣପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଶ୍ରମିକମାନଙ୍କ ନିଆରା ବିକ୍ଷୋଭ ପ୍ରଦର୍ଶନ । କୋଦାଳ ଧରି କାମ ପାଇଁ ଆନ୍ଦୋଳନ କରୁଛନ୍ତି ଶ୍ରମିକ । ଦିର୍ଘ ୪ ମାସ ହେଲା କାମ ନ ପାଇ ବଡ କଷ୍ଟରେ ଚଳୁଛନ୍ତି ଶ୍ରମିକମାନେ । ସେପଟେ ମେସିନ ଦ୍ବାରା ମନରେଗା କାମ କରି ମାଲେମାଲ ହେଉଛନ୍ତି କୁଜି ନେତା ଓ ଠିକାଦାର
#Sonepur #Protest #MGNREGAWork #Odisha #ArgusNews