ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ପଂଚାୟତରେ କୋଭିଡ ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ କଲେ ସମିତିସଭ୍ୟ ପ୍ରାର୍ଥୀ ଦିପ୍ତୀରେଖା ନନ୍ଦ । ହଜ଼ାର ହଜ଼ାର ସମର୍ଥକଙ୍କୁ ଧରି କୋଭିଡ ନିୟମର ଖୋଲା ଖୋଲି ଉଲ୍ଲଙ୍ଘନ କଲେ ସମିତିସଭ୍ୟ ପ୍ରାର୍ଥୀ ।
#Subarnapur #Binikablock #Chardapanchayat #panchayatelection #covidviolation #Odisha #ArgusNews