#ସୁରଙ୍କ_ମୁହଁରେ_ରାଜନୈତିକ_ବିଶ୍ଲେଷକଙ୍କ_ଭାଷା ।
ଦଳୀୟ ରାଜନିତିରୁ ଉର୍ଦ୍ଧ୍ବକୁ ଯାଇ ରାହୁଲ ଓ ସୋନିଆଙ୍କୁ ପଚାରୁଛନ୍ତି ପ୍ରଶ୍ନ । ଦଳରେ ବିଶୃଙ୍ଖଳା କରୁଥିବା ଲୋକଙ୍କ ବିରୋଧରେ କାହିଁକି ନେଉନ ଆକ୍ସନ... କଂଗ୍ରେସରେ କ୍ଷତି ପହଁଞ୍ଚାଉଥିବା ନେତାଙ୍କୁ କାହିଁକି ଦେଉଛନ୍ତି ସୁରକ୍ଷା I
#Congress #SuraRoutray Rahul Gandhi #IndianNationalCongress #Odisha #ArgusNews