ଭରତପୁର ତାରିଣୀ ବସ୍ତିରେ ସୁରେଖା ପଲେଇ ହତ୍ୟା ମାମଲା । ନୟାଗଡ଼ରୁ ୩ ଜଣଙ୍କୁ ବାନ୍ଧିଲା ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳାକ ଥିବା ସୂଚନା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରେମିକ ବିଶ୍ୱଜିତ ଜେନା ବି ଗିରଫ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
#Bhubaneswar #Bharatpur #MurderCase #PoliceArrest #Accused #ArgusNews