ରଙ୍ଗବତୀ ଗୀତ ପରେ ସୁର ରାଉତରାୟଙ୍କ ପୁଣି ଏକ ନୂଆ ଗୀତ ରେକର୍ଡ କରାଯାଇଛି । ଗୀତର ନା ହେଉଛି “ ପ୍ରେମରେ ପଡିଗଲି " । ଏହି ଗୀତଟି ଉଭୟ ସୁର ରାଉତରାୟ ଓ ତାଙ୍କ ପତ୍ନୀ ମାନି ଙ୍କୁ ନେଇ ହୋଇଛି । ଏଥିରେ ଉଭୟ କଣ୍ଠଦାନ କରିଛନ୍ତି
#BBSR #Studio #SongRecord #SuraRoutray #Odisha #ArgusNews