ସୁସ୍ଥ ହେବ ଜଗା । ତା ମଥାରେ ଲାଗିବ ନୂଆ ଖପୁରି । ଜଗା ମୁଣ୍ଡରେ ନୂଆ ଖପୁରି ପାଇଁ ଚିନ୍ତା କରାଯାଇଛି । ତିନି ବର୍ଷ ମଧ୍ୟରେ ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାର ଖପୁରି ପ୍ରତିରୋପଣ କରାଯିବ ବୋଲି ଦିଲ୍ଲୀ ଏମ୍ସର ନ୍ୟୁରୋସର୍ଜରୀ ଡାକ୍ତର ନିରଜ ଗୁପ୍ତା କହିଛନ୍ତି ।
#delhi #aiimsdelhi #medical #treatment #Jaga #Odisha #ArgusNews