ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଖବର ଦେବା ସହିତ ଦଇତାପତି ଓ ବିଦ୍ୟାପତିମାନେ ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ,ଚନ୍ଦନ,ପାଟଡୋର,ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିଥିଲେ। ଶୃଙ୍ଖଳାର ସହ ରଥଯାତ୍ରା ଆୟୋଜନ ନେଇ ଦଇତାପତିଙ୍କ ସହ ଗଜପତି ଆଲୋଚନା କରିଛନ୍ତି।
#ArgusNews #ArgusNewsTV #Odisha #Puri #GajapatiMaharaja #DibyasinghaDeb