ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା କରାଯାଇଛି । ହାଇକୋର୍ଟର ତତ୍ତ୍ବାବଧାନରେ ଏସଆଇଟି ନିରପେକ୍ଷ ତଦନ୍ତ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି ସୂଚନା ଅଧିକାର ତଥ୍ୟ ଅନୁସନ୍ଧାନକାରୀ ଦଳ ।
#ArgusNews #Odisha #RTI #Investigation #Falsecase #PressMeet