#ସୂଚନା_ଦେବାକେ_52_ହଜାର୍
#ଦୁର୍ନୀତି_ଲୁଚାବାକେ_ଷଡଯନ୍ତ୍ର
ରାଜ୍ୟରେ ଚାଲିଛି ୫ ଟିର ସରକାର । ସାଧାରଣ ଲୋକଙ୍କୁ ସୂଚନା ଦେବାକୁ ସବୁ ଅଫିସରେ ନିୟୋଜିତ ଅଛନ୍ତି ଲୋକସୂଚନା ଅଧିକାରୀ । ହେଲେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଛତାପିପଲ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେବାକୁ କୁନ୍ଥୁ କୁନ୍ଥୁ। ଓଲଟା ୫୨ ହଜାର ଡିପୋଜିଟ କଲେ ସୂଚନା ଦେବାକୁ ଚିଠି କରିଛନ୍ତି ସୂଚନା ଅଧିକାର କର୍ମୀଙ୍କୁ।
#Bolangir #Loisingha #Odisha #ArgusNews