#ସେତୁ_ନିର୍ମାଣରେ_ତୁଚ୍ଛା_ମିଛ
#ବିଜୁଙ୍କ_ନାମର_ଯୋଜନା_ଦିଗ_ହରା
ପ୍ରହସନ ପାଲଟିଛି ବିଜୁସେତୁ ଯୋଜନା । ଆଜି ଯାଏ କାମରେ ଆସୁନି ଯାଜପୁର ଜିଲ୍ଲା ଉପକଣ୍ଠ ଚଣ୍ଡିଖୋଲ ରାଆଁଶାଳ ନାଳ ଉପରେ ତିଆରି ହେଉଥିବା ବିଜୁସେତୁ । 2015 ମସିହାରୁ ତିଆରି ହେଉଥିବା ବିଜୁସେତୁ ଆଜି ଯାଏଁ କାମରେ ଆସି ପାରିଲା ନାହିଁ ।
#Jajpur #Chandikhol #bijusetu #Odisha #ArgusNews