ବୁଢାବଳଙ୍ଗ ନଦୀ ଉପରେ ଥିବା ନାଖରା ସେତୁ ପୁନରୁର୍ଦ୍ଧାର କାର୍ଯ୍ୟରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ । ସେତୁର ମରାମତି ପାଇଁ ୧ କୋଟି ୪୩ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ହେଲେ ନିମ୍ନମାନର କାମ କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
#ArgusNews #Odisha #ArgusNewsTv #Mayurbhanj #Badasahi #bridge