#ସେବା_ନୁହେଁ_ଧର୍ମାନ୍ତରୀକରଣ !
#ମିଶନାରୀ_ସଂସ୍ଥାକୁ_ସିଏମ୍_ରିଲିଫ_ପାଣ୍ଠିରୁ_ପ୍ରୋତ୍ସାହନ_ଅଭିଯୋଗ
ରାଜ୍ୟ ସରକାରଙ୍କ ତୁଷ୍ଟିକରଣ ରାଜନୀତିକୁ ନେଇ ତାତିଲା ହିନ୍ଦୁ ଜାଗରଣ ମଞ୍ଚ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିର ଦୁରୂପଯୋଗ ନେଇ ସଙ୍ଗୀନ ଆରୋପ । ମୁଖ୍ୟମନ୍ତ୍ରୀ ବେଆଇନ ଭାବରେ ମିଶନାରୀଙ୍କ ଦ୍ବାରା ପରିଚାଳିତ ୧୩ଟି ସଂସ୍ଥାକୁ ୭୮.୬୬ ଲକ୍ଷ ପ୍ରଦାନ କରିଛନ୍ତି। ଯାହାକୁ ଜୋରଦାର ବିରୋଧ କରିଛି ମଞ୍ଚ।
#Odisha #ArgusNews #religion #Bhubaneswar #missionary #CMReliefFund #donation