#ସେବା_ପାଇଁ_ସମର୍ପିତ_ନୀଳମଣି !
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସୋଲର ପଂଚାୟତର ସରପଞ୍ଚ ନୀଳମଣି ରାଉତ ଜଣେ ବ୍ୟତିକ୍ରମ ବ୍ୟକ୍ତିତ୍ୱ । କରୋନା ମହାମାରୀ ସମୟରେ ଘର ଘର ବୁଲି ସଚେତନ କରିବା ସହିତ ମାଗଣା ମାସ୍କ ବାଣ୍ଟି ସେ ପ୍ରସଂସାର ପାତ୍ର ପାଲଟିଥିବା ବେଳେ ହିତାଧିକାରୀଙ୍କ ଦ୍ୱାର ମୁହଁରେ ରାସନ ପହଞ୍ଚାଇ ନିଜ ସେବା ଭାବର ପରିଚୟ ଦେଇଛନ୍ତି
#ArgusNews #Odisha #ArgusNewsTV #GoodNews #Jajpur #socialwork #GoodSarapanch #CoronaAwareness #FreeMask #distributing