ସେମାନେ ମୋତେ ମାରି ଦେଇଥାନ୍ତେ
ଉତ୍ତର ପ୍ରଦେଶରେ ଚାଷୀ ଆନ୍ଦୋଳନ ହିଂସା ମାମଲାରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା, ଯେଉଁଥିରେ ଜଣେ ବ୍ୟକ୍ତି ଗାଡିରୁ ବାହାରି ଦୌଡି ପଳାଇଯାଉଥିବା ଦେଖା ଯାଉଥିଲା । କିଛି ଲୋକ ପ୍ରଚାର କରିବାରେ ଲାଗିଥିଲେ ଯେ ଦୌ଼ଡି ପଳାଉଥିବା ବ୍ୟକ୍ତି ଜଣଙ୍କ ହେଉଛି ମନ୍ତ୍ରୀଙ୍କ ପୁଅ ଆଶୀଷ । #uttrapradesh #farmers #socialmedia #ArgusNews