ସୈମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା । ବିଦ୍ୟାଭାରତି ପଣ୍ଡା ବଲାଙ୍ଗିର ପ୍ରାଣିଧନ ନିରିକ୍ଷକ ତାଲିମ କେନ୍ଦ୍ରରେ୨୦୧୯- ୨୧ ରେ ସେ ପାଠ ପଢୁଥିଲେ l ସେ ଏପ୍ରିଲ ୩ ତାରିଖରେ କଲେଜ କୁ ଆସିଥିଲେ l ୧୩ ତାରିଖ ପର୍ଯ୍ୟନ୍ତ କଲେଜ ହଷ୍ଟେଲରେ ରହିଥିଲେ।
#ArgusNews #Odisha #ACFMurder #Bidyabharti #Angul