ସୋର ଅଞ୍ଚଳରେ ଜଗନ୍ନାଥ ଜମି ହଡ଼ପ ପାଇଁ ଷଡ଼ଯନ୍ତ୍ର। ଜାଲି ଡକ୍ୟୁମେଣ୍ଟ ଦେଇ ଜମି ହଡପ ଷଡ଼ଯନ୍ତ୍ର କରିଥିବା ମୁଖ୍ୟ କାର୍ପଟଦାର ନିଶାକର ପାତ୍ର ନାଁରେ ଏତଲା। ଏହାସହ ଦୁଇ ଅମିନ ଚିତ୍ତରଞ୍ଜନ ପାଣିଗ୍ରାହୀ ଏବଂ ରବିନାରାୟଣ ଦାସଙ୍କ ନାଁରେ ଆସିଛି ଅଭିଯୋଗ।
#Balasore #Soro #JagannathLand #landIssue #Allegations #Amin #ChittaranjanPanigrahi #RabinarayanDas #GayadharSahoo #Odisha #ArgusNews