ଭୁବନେଶ୍ବରର KBN ଗ୍ରୁପର ଭିଡ଼ିଓ ଭାଇରାଲ ପରେ ଆଉ ଏବେ କଟକରୁ ଏମିତି କିଛି ଭିଡିଓ ଭାଇରାଲ ହେଉଛି । ଏକ ଗ୍ୟାଙ୍ଗ ସୋସିଆଲ ମିଡିଆରେ ନିଜ ଆଧିପତ୍ୟ ଜାହିର କରିଛନ୍ତି । ଏହି ସବୁ ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।
#Cuttack #Bhubaneswar #KBN #group #newgroup #Viralvideo #socialmedia #newgang #Odisha #ArgusNews