ଏବେ ବିଭିନ୍ନ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଜଣେ ତିବ୍ବତୀୟ କୁନିଝିଅର ଏକ କବିତାା ଚଳିତ ବର୍ଷ ଭାରତ ୭୫ ତମ ସ୍ବାଧିନତା ଦିବସ ପାଳନ କରୁଥିବା ଅବସରରେ କର୍ଣ୍ଣାଟକର ମୁଣ୍ଡଗଡ଼ରେ ଥିବା ତିବ୍ବତୀୟ ସେଟଲମେଣ୍ଟର ଏକ କୁନି ଝିଅ ଭାରତୀୟ ବୀର ବୀରାଙ୍ଗନାଙ୍କ ତ୍ୟାଗ ବଳିଦାନର ଏକ କବିତା ଗାଇଥିଲେ ଯାହା ଏବେ ଲକ୍ଷ ଲକ୍ଷ ଭାରତୀୟଙ୍କ ମନ କିଣି ନେଇଛି ।