#ସୌନ୍ଦର୍ଯ୍ୟକରଣ_ନାଁରେ_ସରକାରୀ_ଟଙ୍କା_ଲୁଟ୍।
ସହର ଏବଂ ପର୍ଯ୍ୟଟନ ସ୍ଥଳଗୁଡିକର ସୌନ୍ଦର୍ଯ୍ୟକରଣ ନିମନ୍ତେ ସରକାରଙ୍କ ତରଫରୁ ନାମୀଦାମୀ ଟଙ୍କାର ମୂଲ୍ୟବାନ ଗଛ ଲଗାଯାଉଛି। କିନ୍ତୁ ମାତ୍ର କେଇ ମାସ ଭିତରେ ଶହ ଶହ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି। ଏମିତି ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଏବଂ ପର୍ଯ୍ୟଟନସ୍ଥଳ ଗୋପାଳପୁରରୁ
#ArgusNews #Odisha #ArgusNewsTV #Ganjam #Gopalpur #Turistplace #Corruption